Ajira anuchinta

Published on Slideshow
Static slideshow
Download PDF version
Download PDF version
Embed video
Share video
Ask about this video

Scene 1 (0s)

Ajira anuchinta.

Scene 2 (6s)

1 . ପ୍ରତ୍ୟେକ ସ୍ତ୍ରୀ ମାନଙ୍କୁ ସିନ୍ଦୁର ସିନ୍ଥିର ମଝିରେ ଲଗାଇବା ଉଚିତ , ଏହା ଦ୍ୱାରା ତାର ସ୍ୱାମୀକୁ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ଓ ଅକାଳ ମୃତ୍ୟୁରୁ ରକ୍ଷା କରିଥାଏ ।.

Scene 3 (9s)

2 . ଯେଉଁ ସ୍ତ୍ରୀ ମାନେ ସିନ୍ଥିର ମଝିରେ ସିନ୍ଦୁର ନ ଲଗାଇ ଟିକିଏ ସାଇଡରେ ସିନ୍ଦୁର ଲଗାଇଥାନ୍ତି , ତେବେ ତାଙ୍କ ସ୍ୱାମୀ ଠାରୁ ଦୂରତା ସୃଷ୍ଟି ହୋଇଥାଏ । ଦୁହିଁଙ୍କ ମଧ୍ୟରେ ସର୍ବଦା ଝଗଡା ମଧ୍ୟ ହୋଇଥାଏ ।.

Scene 4 (12s)

3 . ଯେଉଁ ସ୍ତ୍ରୀ ମାନେ ସିନ୍ଦୁରକୁ ନିଜ ଚୁଟି ଭିତରେ ଲୁଚାଇ ଲଗାନ୍ତି , ସେମାନଙ୍କର ସ୍ୱାମୀ ମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଓ ସମାଜରେ ମାନ ସମ୍ମାନ ହାନି ହୋଇଥାଏ ।.

Scene 5 (15s)

4 . ସିନ୍ଦୁର କେତେବେଳେ ଲଗାଇବା ଉଚିତ :- ଗାଧେଇ ସାରି ପୂଜା ଘରକୁ ଯିବା ପୂର୍ବରୁ ସିନ୍ଦୁର ଲଗାଇବା ଉଚିତ , ନଚେତ୍ ଠାକୁର ଘରେ ଅଲଗା ରଖାଯାଇଥିବା ସିନ୍ଦୁର କୁ ଲଗାନ୍ତୁ । ଠାକୁର ଙ୍କ ପାଇଁ ଉଦ୍ଦିଷ୍ଟ ସିନ୍ଦୁରକୁ ଲଗାନ୍ତୁ ନାହିଁ ।.